କନ୍ୟାରତ୍ନ ବିକଶିତ ହେଲେ ଦେଶ ବିକଶିତ ହେବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ସରକାରଙ୍କ ରାଜ୍ୟ ବାଳିକା ଓ ମହିଳା ନୀତି ୨୦୧୪ ମାଧ୍ୟମରେ ବାଳିକା ମାନଙ୍କୁ ସମାନ ସୁବିଧା ସୁୋଗ, କନ୍ୟା ଶିଶୁ ଜନ୍ମଦେବା, ବଂଚି ରହିବା ଓ ବିକାଶ ଆଦିରେ ଉତମ ରିବେଷ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ସର୍ବୋପରି ନାବାଳିକା କନ୍ୟା ମାନଙ୍କ ବାଲ୍ୟ ବିବାହ, ସ୍ୱଳ୍ପ ଶିକ୍ଷା, ଧର୍ମଗତ ଓ ଲିଙ୍ଗଗତ ବୈଷମ୍ୟ ଠାରୁ ଉଦ୍ଧ୍ୱର୍ରେ ରହି ସେମାନଙ୍କ ସମସ୍ୟାର ସର୍ବୋତମ କାମନା କରିବା ଆଦି ରହିଛି ।ବିଜୁ କନ୍ୟା ରତ୍ନ ବାର୍ତାକୁ ଘରେ ଘରେ ସଚେତନତା ସୃଷ୍ଟି କରିବା ପାଇଁ ଉକ୍ତ ବିଶେଷ ପ୍ରୟାସ ଆୀରମ୍ଭ କରିଛି ଗଂଜାମ ଜିଲ୍ଲା ପ୍ରଶାସନ । ଗଂଜାମ ଜିଲ୍ଲ।।ଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ହିଂଜିଳି ବ୍ଳକ ଓ ୌରାଂଚଳର ୨୮ଟି ସ୍ଥାନରେ ବିଜୁ କନ୍ୟା ରତ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଶିଶୁ ବିକାଣ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ହିଂଜିଳି ବ୍ଳକ ଶାସନଆମ୍ବଗାଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଗେ।।ଇଛି । ସମ୍ମନିତ ଶିଶୁ ବିକାଣ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ହିଂଜିଳି ବ୍ଳକ ଶାସନଆମ୍ବଗାଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ସମାଜସେବୀ ଡ଼ି. ବିଶ୍ୱନାଥ, ଅଜୟ କୁମାର ମହାରଣା, ଡ଼ିଏସଏସଓ ଶଙ୍କର୍ଶଣ ଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା, ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ପ୍ରମୋଦ ମହାନ୍ତି ଓ ସିଆରସିସି ରଘୁନାଥ ସାହୁ ମଂଚାସିନ ଥିଲେ । ହିଂଜିଳି ବ୍ଳକ ଓ ୌରାଂଚଳର ୨୮ ଜଣ ନବଜାତ ଶିଶୁ କନ୍ୟା ରତ୍ନଙ୍କୁ ବନ୍ଦାନା କରିବା ସହ ଜନନୀଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ମା’ ମାନଙ୍କୁ ଅତିଥି ମାନେ ଚାରା ପ୍ରଦାନ କରି ପରିବେଷ ସୁରକ୍ଷା ବାର୍ତା ନେଇ ମତବ୍ୟକ୍ତ କରିଥିଲେ । ସେହିପରି ୌରାଂଚଳର ହିଂଜିଳି ଗ୍ରାମ ୩ନଂ ୱାର୍ଡ଼ ସାନସାହିରେ ଆୟୋଜିତ ର୍କ୍ୟାକ୍ରମରେ ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ ମୁଖ୍ୟ ଅତିଥି ଭାବେ ୋଗ ଦେଇଥିଲେ । ଉକ୍ତ ର୍କ୍ୟାକ୍ରମରେ କନ୍ୟା ରତ୍ନ ବାର୍ତା ସମ୍ବର୍ନ୍ଧରେ ସଚେତନ ସୃଷ୍ଟି କରିବା ସହ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହି, ଏବିଇଓ ବିଶ୍ୱନାଥ ମହାରଣା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଗହଣରେ ଶିଶୁ କନ୍ୟା ଓ ସେମାନଙ୍କ ମା’ ମାନଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କର।।ଇଥିଲା । ଅଙ୍ଗନୱାଡ଼ି ସୁପରଭାଇଜା ବନଜା ବେହେରା ର୍କ୍ୟାକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ପାଚିକା ବୃନ୍ଦ ପରିଚାନାରେ ସହୋଗ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ମାନେ ହାତରେ ପ୍ଳା କାର୍ଡ଼ ଧରି ଶିଶୁ କନ୍ୟା ରତ୍ନ ସମ୍ବର୍ନ୍ଧରେ ସ୍ଳୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ ।


