ମ୍ୟାନ ଇନ ବ୍ଲ୍ୟୁ କୁ ଶୁଭେଚ୍ଚା ଜଣଆଇଲେ ମୁଖ୍ୟମନ୍ତ୍ରୀ
ଚାରିଆଡେ ଏବେ ୱାଲର୍ଡକପ ର ଭିବର । ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ଭଲ ଫର୍ମ ରେ ଅଛି ଆଉ ଏବେ ୱାଲର୍ଡକପ ଜିତିବାର ଦାବିଦାର ରେ ଭାରତ ଆଗରେ ଅଛି । ସେମିଫଆଇନାଲ ରେ ଭାରତ ପ୍ରବେଶ କରିସାରିବା ପରେ ଶୁଭେଚ୍ଚା ର ସୁଅ ଛୁଟୁଛି ଆଉ ଏଥିରେ ସାମିଲ ହୋଇଛନ୍ତି ଓଡିଶଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିରାଟ ଏବଂ କୋ କୁ ଟ୍ୟୁଟ କରି ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ଭାରଚ ପଏଣ୍ଟ ଟେବୁଲ ର ଶୀର୍ଷ ରେ ଥିବା ବେଳେ ଆସନ୍ତା ସେମିଫଆଇନାଲରେ ନ୍ୟୁଜଲ୍ୟାଣ୍ଡ କୁ ଭେଟିବ ।