ମୟୁରଭଞ୍ଜ ବିଜେଡ଼ି ସଦର ସଭାପତି କାଶୀନାଥ ହେମ୍ବ୍ରମଙ୍କୁ ଦଳର ସକ୍ରିୟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ବିଜେଡ଼ି ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମଙ୍କୁ ଦଳର ସକ୍ରିୟ ଯୁବ- ଛାତ୍ରନେତା ବୃନ୍ଦ ରାଇରଙ୍ଗପୁର ଠାରେ ସୌଜନ୍ୟ ମୂଳକ ସାକ୍ଷାତକରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଓ ଜିଲ୍ଳା ପର୍ଯ୍ୟବେକ୍ଷକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ହାତ ମୁଠାକୁ ଟାଣକରିବା ପାଇଁ ଜିଲ୍ଲାରେ ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ସହ କରୋନା ବିରୁଦ୍ଧରେ ଲଢେଇ ଜୋରଦାର କରିବା ଉପରେ ଆଲୋକପାତ କରାଯାଇଥିଲା ଉକ୍ତ ବୈଠକରେ ଯୁବ ଆଦିବାସୀ ନେତା ତୁଶୀଲ ହେମ୍ବ୍ରମ, ମନରଞ୍ଜନ ହାଁସଦା,ଯୁବ ସଂଗଠକ ଗଣେଶ ମିଶ୍ର, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ବିକାଶ ମହାନ୍ତ, ସମ୍ପାଦକ ଅନୀଶ ମାନ୍ନା, ଛାତ୍ର ନେତା କମଲେଶ ବଳ, ଅଭିଷେକ ପଟ୍ଟନାୟକ, ବିଭୁ କଲ୍ୟାଣ ମହାନ୍ତ, ଆହ୍ୱାନ ପଟ୍ଟନାୟକ, ମୁନ୍ନା ଖାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ