ଯକ୍ଷ୍ମା ମୁକ୍ତ ଭାରତ ଲାଗି ସଚେତନତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅବସରରେ ଗତ ଅକ୍ଟୋବର ମାସ ୬ ତାରିଖଠାରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଶୁକ୍ରବାର ଯକ୍ଷ୍ମା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କମସରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଦୁଆ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ସି.ଏଚ୍‌.ଓ. ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ମହିଳା ସ୍ୱାସ୍ଥ୍ୟକର୍ମୀ ରଶ୍ମିତା ଗନ୍ତାୟତ, ଅଙ୍ଗନୱାଡ଼ି କର୍ମୀ, ରୀତାବାଳା ପଟ୍ଟନାୟକ ଓ ଯୋଜନଗନ୍ଧା ପ୍ରଧାନ ପ୍ରମୁଖ ସାମିଲ ହୋଇ ଟି.ବି. ସମ୍ପର୍କୀୟ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ