ଯଶିପୁର ରାମତୀର୍ଥ ଠାରେ ପାଞ୍ଚପିଢ଼ ଉପଖଣ୍ଡ ସାମ୍ବାଦିକଙ୍କ ବନ୍ଧୁମିଳନ ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଯଶିପୁର ଠାରେ ଥିବା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ର ଖଇରୀ ଭଣ୍ଡନ ନଦି କୁଳ ପ୍ରାକୃତିକ ପରିବେଶ ମଧ୍ୟରେ ପାଞ୍ଚପିଢ଼ ଉପଖଣ୍ଡ ସାମ୍ବାଦିକଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ବନ୍ଧୁ ମିଳନରେ ଉପଖଣ୍ଡ ର ପାଞ୍ଚ ଗୋଟି ବ୍ଲକ ଓ କରଞ୍ଜିଆ ଏନଏସି ଅଞ୍ଚଳ ର କାର୍ଯ୍ୟରତ ସମସ୍ତ ମୁଦ୍ରିତ ଓ ବୈଦୁତିକ ସାମ୍ବାଦିକ ମାନେ ଯୋଗଦେଇଥିଲେ ଯଶିପୁର ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ରରୁଆଁ ବିଡ଼ିଓ ଧର୍ମାନନ୍ଦ ବେହେରା, ଯଶିପୁର ଥାନା ଅଧିକାରୀ ସଂଯୁକ୍ତା ମହାଳିକ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଲୋଚନା ରେ କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ଯଶିପୁର ପ୍ରେସ କ୍ଲବ ସଭାପତି ଜନାର୍ଦନ ମହାନ୍ତ, ସାମ୍ବାଦିକ ଉମାଶଙ୍କର ଦାସ, ସିକେ ଶ୍ୟାମଳେନ୍ଦୁ ଦାସ,ମନୋରଞ୍ଜନ ତିରିଆ, ମଧୁସୂଦନ ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଶେଷ ରେ ଯୁବ ସାମ୍ବାଦିକ ଲଲାଟେନ୍ଦୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି ବନ୍ଧୁ ମିଳନ ରେ ଭାଗବତଚନ୍ଦ୍ର ଦାସ,ଅରୁଣବେହେରା,ଦୀପକ ମହାନ୍ତ,ସନ୍ତୋଷ ମହାନ୍ତ, ଜିତେନ୍ଦ୍ର ରାଜ, ଦୀନେଶ ଦାସ,ଦିଲ୍ଲୀପ ମହାନ୍ତ,ପ୍ରଜ୍ଞା ପାଣି, ବିନ୍ଦୁସାର ଦାସ, ପାର୍ଥ ପ୍ରସନ୍ନ ମିଶ୍ର, ପଙ୍କଜ ମିଶ୍ର,ସଞ୍ଜୟ ମହାନ୍ତ,ନିହାର ରଞ୍ଜନ ମହାନ୍ତ,ସୁରୋଜ ସିଂ,ଏସ.କେ ରାଜୁ,କୃଷ୍ଣ ଚନ୍ଦ୍ର ମୁର୍ମୁ, ହରେକୃଷ୍ଣ ତ୍ରିପାଠୀ, ଲକ୍ଷ୍ମୀ ରାଉତରାୟ,ବ୍ରହ୍ମାନନ୍ଦ ଦେହୁରୀ, ରମେଶ ମହାନ୍ତ,ସଚ୍ଚିଦାନନ୍ଦ ପଲେଇ ଙ୍କ ସହିତ ଅନେକ ସାମ୍ବାଦିକ ଯୋଗଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ