ଯାଜପୁରଜିଲାଶିକ୍ଷା ଅଧିକାରୀଭାବେ ରଞ୍ଜନ ଗିରିଯୋଗଦେଲେ

ଯାଜପୁୁର, (ୱାଇଏନ୍‌ଏସ୍‌): ଯାଜପୁରଜିଲାଶିକ୍ଷା ଅଧିକାରୀଭାବେରଞ୍ଜନ କୁମାରଗିିରିକାର୍ଯ୍ୟରେଯୋଗ ଦେଇଛନ୍ତି ।କାର୍ଯ୍ୟାଳୟରେ ପହଂଚିବା ପରେତାଙ୍କସମସ୍ତକର୍ମଚାରୀମାନେ ଭାବ୍ୟସମ୍ବର୍ଦ୍ଧନାଜଣାଇଥିଲେ । ଏହା ପୁର୍ବରୁସେକ୍ଷେତ୍ରେଶ୍ୱରୀମା’ ବିରଜାଙ୍କ ଦର୍ଶନ କରି ଅଫିସ୍‌କାର୍ଯ୍ୟରେଯୋଗଦେଇଥିବା ପ୍ରକାଶ । ପୁର୍ବରୁସେବାଲେଶ୍ୱରଜିଲାଶିକ୍ଷା ଅଧିକାରୀଭାବେକାର୍ଯ୍ୟକରୁଥିଲେ । ଯାଜପୁରଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କଟକ ଜିଲାଶିକ୍ଷା ଅଧିକାରୀଭାବେ ବଦଳିକରାଯିବା ପରେଏହି ପଦବୀ ଦିର୍ଘଦିନ ଧରିଖାଲି ପଡ଼ିଥିଲା । ଶ୍ରୀଗିରିଯୋଗ ଦେବା ପରେଜିଲାସରକାରୀହାଇସ୍କୁଲ, ଏନ୍‌ଏସ୍‌ଏସ୍‌ଶିକ୍ଷକସଂଘ ଓ ବିଭିନ୍ନସଂଘରକର୍ମକର୍ତ୍ତାମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ