ଯାଜପୁର ଯୋଗସମିତି ପକ୍ଷରୁସ୍ୱାଧୀନତା ଦିବସ ପାଳିତ

ଯାଜପୁର, (ଓ୍ବାଇଏନ୍ଏସ୍): ପତଞ୍ଜଳୀ ଯୋଗସମିତି ପକ୍ଷରୁ ଜାଗେଶ୍ୱରପୁର ଠାରେ ସ୍ୱାଧୀନତା ଦିବସ ପାଳିତହୋଇଥିଲା । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଜାତୀୟ ପତାକାଉତୋଳନ କରିସ୍ୱାଧୀନତା ଦିବସ ପାଳନରତାତ୍ପର୍ଯ୍ୟଉପରେ ଆଲୋକପାତକରିଥଲେ । ଦେଶରେଶାନ୍ତି, ସଦଭାବ, ଅଖଣ୍ଡତା ଓ ଗଣତନ୍ତ୍ରରସୁରକ୍ଷା ପାଇଁ ପ୍ରତ୍ୟେକ ଶପଥ ପାଠ ସହ କରୋନା ମହାମାରିମୁକାବିଲା ପାଇଁସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ଯୋଗ ମାଧ୍ୟମରେ ସୁସ୍ଥ ଓ ନିରାମୟଜୀବନ ଯାପନ କରିବାକୁସେ ପରାମର୍ଶ ଦେଇଥିଲେ । ଏହିକାର୍ଯ୍ୟକ୍ରମରେଯୋଗଗୁରୁସୁବାଷତ୍ରିପାଠୀ, ମନ୍ମଥ ସାମଲ, ଇଂଶରତମହାପାତ୍ର, ଆନନ୍ଦ ଚନ୍ଦ୍ରସାହୁ, ସରୋଜଜେନା, ଦେବେନ୍ଦ୍ରସେଠୀ, ସତ୍ୟବ୍ରତମହାନ୍ତି, ଦିନବନ୍ଧୁଶତପଥି, ଅକ୍ଷୟକୁମାର ଦାସ, ଅଜୟ କୁମାରସାମଲ, ପ୍ରବୋଧ ନାୟକ ପ୍ରମୁଖଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ