ଯାତ୍ରା ସମୟରେ ଗୋ-ଦର୍ଶନ

ବିଭିନ୍ନ ପ୍ରସଙ୍ଗରେ ଆମେ ଜ୍ୟୋତିଷଙ୍କ ପରାମର୍ଶ ନେଉ । ଶୁଭ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ନେଇଥାନ୍ତି । ଘରୁ ବାହାରିବା ସମୟରେ ଯାତ୍ରା ଶୁଭ ହେଉ ବୋଲି ସମସ୍ତେ ଚାହାଁନ୍ତି । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଯାତ୍ରା ଶୁଭ ହେବ କି ଅଶୁଭ ତାହା ଜ୍ୟୋତିଷଙ୍କୁ ପଚାରିବାର ଆବଶ୍ୟକ ନାହିଁ । ଗୋମାତାକୁ ଦେଖି ଜାଣିପାରିବେ ଆପଣଙ୍କ ଯାତ୍ରା କେମିତି ହେବ । ଘରୁ ବାହାରିବା ସମୟରେ ଆପଣ ଗାଈ ଚରୁଥିବା ଦେଖନ୍ତି ଓ ଗାଈଟି ଆପଣଙ୍କୁ ମୁଣ୍ଡ ଟେକି ଅନାଇଦିଏ ତେବେ ଜାଣିବେ ଆପଣଙ୍କ ଯାତ୍ରା ଶୁଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ