ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ
କୋରାପୁଟ,(ହେମନ୍ତ କୁମାର ପାଣଗ୍ରାହୀ) : ଯୁକ୍ତ ଦୁଇ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି।ଆଜି ପ୍ରଥମ ଦିନରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ଓଡ଼ିଆ ଭାଷା ପରୀକ୍ଷାରେ ୩୦୫୦ ଜଣ ଛାତ୍ରଛାତ୍ରୀ ୩୨ ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି।ଏହି ପରୀକ୍ଷାରେ ସମୁଦାୟ ୭୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ବୋଲି ସେ ସୂଚନା ଦେଇଛନ୍ତି।