ଯୁକ୍ତ ଦୁଇ ଛାତ୍ର ନିଖୋଜ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଅଭିରାମ ସାହୁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ନାତି ସରୋଜ(୧୭)ଆଜି ଭୋର ୫ଟା ସମୟରେ ଘରୁ କେଉଁଆଡେ ପଳାଇଯାଇଛନ୍ତି । ଘରେ ସମସ୍ତେ ଶୋଇଥିବାବେଳେ ଭୋରୁଭୋରୁ ସରୋଜ କାହାକୁ କିଛି ନକହି କେଉଁଆଡେ ଚାଲିଯାଇଛନ୍ତି । ପରିବାର ଲୋକ , ବନ୍ଧୁବାନ୍ଧବ, ସାହିପଡିଶାରେ ଖୋଜାଖୋଜି କରିବାରୁ କୌଣସି ସନ୍ଧାନ ନପାଇ ଆଜି ଥାନାରେ ଅଭିରାମ ସାହୁ ଏନେଇ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ