ଯୁବକଙ୍କୁ ହତ୍ୟା

କେନ୍ଦୁଝର , (ଯୁଗାବ୍ଦ ନ୍ୟୁଜ୍ ) : କେନ୍ଦୁଝର ଜିଲ୍ଲା ପାଣ୍ଢପଡା ଥାନା ବହୁଟିଆ ନାଳ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକଙ୍କ ପରିଚୟ (୨୫ )ବର୍ଷିୟ ବୈଲୋଜନ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳେ କିଛି ଲୋକ ଗାଧୋଇବାକୁ ଯାଉଥିବା ବେଳେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରାଥମିକ ତରନ୍ତରୁ ମୃତକ ଜଣକ ହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଂଶପାଳ ସାହିର ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ