ଯୁବକ ଯୁବତୀ ଙ୍କ ଝୁଲନ୍ତା ତ ଦେହ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କମସର ଗ୍ରାମ ରେ କାଜୁ ଜଙ୍ଗଲ ମଧ୍ୟରେ ଯୁବକ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର।
ପ୍ରେମ ବ୍ୟାପାର କାରଣ ଯୋଗୁଁ ଏହି ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି। ଯୁବକ ଙ୍କ ନାମ ପିତବାସ ନାୟକ ଏବଂ ଯୁବତୀ ଙ୍କ ନାମ ସରସ୍ଵତୀ ନାୟକ ବୋଲି ଜଣାପଡିଛି।ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


