ଯୁବକ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତ ଵୈତରଣୀ ତଟ ଝାଡେଶ୍ଵର ମନ୍ଦିର ପରିସରରେ ଦୀପାବଳୀ ପାଇଁ ଵିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ଶ୍ରୀ ଗଣେଶ ଯୁବକ ସଂଘ ପକ୍ଷରୁ ମନ୍ଦିର ପରିସରରେ ସଫେଇ ସହିତ ଆଲୋକି କରଣ ପାଇଁ ଏଲଡି ଲାଇଟ ଵ୍ୟଵସ୍ତା ହୋଇଛି। ମନ୍ଦିର ପ୍ରାଙ୍ଗଣ ଆମ୍ବ ତୋଟା ରେ ସଦସ୍ୟ ମାନେ ବିଭିନ୍ନ ବୃକ୍ଷରୋପଣ କରିଥିଲେ । ଯୁବକ ସଂଘ ସଦସ୍ୟ ଅକ୍ଷୟ ଵେହେରା, ଵିଶ୍ଵମ୍ଵର ରାଉତ, ଗଦାଧର ଦାସ, ବାଇଧର ରାଉତ, ସିତେଶ ଭୋଇ,ରାଜକିଶୋର ଵେହେରା, ନଗେଶ ରାଉତ, ଅଵିନାଶ ନାୟକ, ଜନ୍ମେଜୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ