ଯୈାତୁକ ନିର୍ଯ୍ୟାତନା ଅଭିଯୋଗ


ନାଉଗାଁ ,(ଯୁଗାବ୍ଦ ନ୍ୟୁଜ୍) : ଜଗତସିଂହପୁରର ଜିଲ୍ଲା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସରାମ୍ବୋସ୍ଥିତ ସ୍ୱର୍ଗତ ବିଷ୍ଣୁଚରଣ ସ୍ୱାଇଁଙ୍କ ଝିଅ ରାଜଲକ୍ଷ୍ମୀଙ୍କୁ ତାଙ୍କ ସ୍ୱାମୀ ଯୈାକୁକ ଦାବି କରିବା ସହ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ନାଉଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କର ଦୁଇ ଝିଅ ଥିଲେ ମଧ୍ୟ ଅନ୍ୟ ଜଣେ ଯୁବତିଙ୍କୁ ୁ ଆଣି ଭଡା ଘରେ ରଖିଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ୧୩ୁ ତାରିଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନଥିବାରୁ ପୋଲିସର ନିଷ୍କିୟତା ଉପରେ ତାଙ୍କର ସଂନ୍ଦେହ ଉପୁଜିଛି । ଶାଶୁ , ଶଶ୍ୱୁର ଓ ସ୍ୱାମୀଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ