ଯୈାନ ଅସଦାଚରଣ କରି ୧୫ ବର୍ଷିୟ ନାବାଳିକାଙ୍କୁ ହତ୍ୟା କଲେ ୩ ନାବାଳକ
ଗୁରୁଗ୍ରାମରେ ଏକ ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଘଟିଛି । ଜଣେ ୧୫ ବର୍ଷିୟ ନାବାଳକଙ୍କୁ ଯୈାନ ଅସାଦାଚରଣ କରିବା ପରେ ୩ ଜଣ ନାବାଳକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନାବାଳକଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି । ମୃତ ପିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁତ୍ର ବାଲ୍ୟ କାଳ ଠାର ୁପୀଡିତଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ପ୍ରତି ଦିନ ପିଲା ମାନେ ଚିଡାଉଥିଲେ । ଶନିବାର ଦିନ ପିଡିତା ବାହାରେ ଥିବାର ସୁଯୋଗ ନେଇ ୧୫ ବର୍ଷିୟ ପୁତ୍ର ସହ ଅସାଦାଚରଣ କରିବା ସହ ତାଙ୍କୁ ୩ ନାବାଳକ ମିଶି ହତ୍ୟା କରଛନ୍ତି । ପୋଲିସ ୩ ନାବାଳକ ଙ୍କୁ ଥାନାକୁ ଆଣି ପଚାରା ଉଚାରା କରୁଥିବା ସମୟରେ ୩ ନାବାଳକ ପୋଲିସ ସାମ୍ନାରେ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ।


