ଯୋଡ଼ା ଲୌହ ଖଣିର ଠିକା କର୍ମଚାରୀ ଦୁର୍ଘଟଣାର ସମ୍ମୁଖୀନ

ଯୋଡ଼ା : ଯୋଡ଼ା ଲୌହ ଖଣିର ‘ନ୍ୟୁ ମଗଧ ରୋଡ଼ୱେଜ’୍ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ୨୮ ବର୍ଷୀୟ ଫିଟର ସନ୍ଦିର ସମଦ ୱେଟ୍ ପ୍ଲାଣ୍ଟରେ ସ୍କ୍ରିନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ସମୟରେ ଆଜି ଦିନ ୧୧ଟା ୪୫ମିନିଟ୍ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କୁ ଉପଚାର ପାଇଁ ତୁରନ୍ତ ଟାଟା ଷ୍ଟିିଲ ଯୋଡ଼ା ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ସଂଧ୍ୟା ପ୍ରାୟ ୫ଟା ସମୟରେ ଆଗାମୀ ଉପଚାର ପାଇଁ ତାଙ୍କୁ ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ହସ୍ପିଟାଲକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ