ରକ୍ତଦାନ ଶିବିର

ଖୋର୍ଦ୍ଧା (ଯୁଗାଦ୍ଦ ନ୍ୟୁଜ): ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବରକୁ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସ୍ୱାଇଁ ଉଦ୍ଘାଟନ କରିଥିବାବେଳେ, ବିଜୁ ଯୁବ ବାହିନୀ ଓ ଯୁବଗୋଷ୍ଠୀ ସଦସ୍ୟ ରକ୍ତଦାନ କରିଥିଲେ । ଶିବିରକୁ ଖୋର୍ଦ୍ଧା ରକ୍ତ ଭଣ୍ଡାରର କର୍ମଚାରୀ ସଂଯୋଜନା କରିଥିବା ବେଳେ, ମୋଟ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଆଗାମୀ ଦିନରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ଶ୍ରୀ ସ୍ୱାଇଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ