ରଜ ରେ ଗଡ଼ିଲା ମୁଣ୍ଡ କ୍ଷୀର ବ୍ୟବସାୟୀ ଙ୍କୁ ହତ୍ୟା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗୋଶାଣୀନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀ ଲମ୍ବୋଦର ମୁନୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି, ଶନିବାର ରାତିରେ ଦୁର୍ବୁତ୍ତ ମାନେ ଲୁଟପାଟ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ସକାଳୁ କିଛି ଦୋକାନୀ କ୍ଷୀର ପାଇଁ ଗଲାବେଳେ ଏହି ଘଟଣା ସାମ୍ନାକୁ ଆସିଛି ।ପୋଲିସ ଏସପି ପିନାକ ମିଶ୍ର ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ
ରାଜେଶ କୁମାର ପଟ୍ଟନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ