ରଥଯାତ୍ରା ପାଇଁ ସମନ୍ୱୟ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପବିତ୍ରଘୋଷ ଯାତ୍ରା ପାଇଁ ଆଜି ପୁରୀ ରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୍,ଆଇନ ମନ୍ତ୍ରୀ ପ୍ରତାପ ଜେନା , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ଶ୍ରୀ ମନ୍ଦିର ର ମୁଖ୍ୟପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର , ମୁଖ୍ୟଶାସନ ସଚିବ ଆଦିତୟ ପ୍ରସାଦ ପାଢି , ପୋଲିସ ମହା ନିର୍ଦ୍ଧେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ,ଏହି ସମୀକ୍ଷା ବୈଠକରେ ଉପସ୍ଥିଥିଲେ । ଏହି ବୈଠକରେ ମୁଖ୍ୟତଃ ଫୋକସ କରାଯାଇଥିଲା ଆଇନ ଶୃଙ୍ଗଳା , ସ୍ୱାସ୍ଥ୍ୟ , ଗମନାଗମନ , ଟ୍ରାଫିକ ବ୍ୟବସ୍ଥା , ପନୀୟ ଜଳ , ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।