ରଥାତ୍ରାର ଆଦ୍ୟ ପର୍ବ ଆରମ୍ଭ

ପୁରୀ (ଯୁଗାବ୍ଦ ନ୍ୟୁଜ ) ଆସନ୍ତାକାଲି ଘୋଷଯାତ୍ରା । ଚଳଚଞ୍ଚଳ ବଡ ଦାଣ୍ଡ । ରଥଥାତ୍ରା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଜଗନ୍ନାଥଙ୍କର ଆଜି ନୀତିନୀୟମାନୁସାରେ ରଥ ଖଳାରୁ ତିନି ରଥ ଆସି ଶ୍ରୀମନ୍ଦିର ସମ୍ମୁଖକୁ ନିଆଯାଇଛି । ପରମ୍ପାରା ଅନୁସାରେ ପ୍ରଥମେ ନନ୍ଦିଘେ।। ରଥ ପରେ ଦେବଦଳନ, ଓ ଶେଷରେ ତାଳଧ୍ୱଜକୁ ଅଣାଯାଇଛି । ଏହା ପୁର୍ବରୁ ରଥରେ ଆଜ୍ଞାମାଳ ନୀତି ଅନୁଷ୍ଠିତ ହୋଇଥିଲା । ପରମ୍ପରା ମୁତାବକ ସକାଳ ଧୂପ ପରେ ପୁଜାପଣ୍ଡା ତିନିବାଡରୁ ଆଜ୍ଞା ମାଳ ଆଣି ତିନିରଥରେ ଦେଇଥିଲେ । ଅନ୍ୟପକ୍ଷରେ ଆଜି ନଟା ପର୍ଯ୍ୟନ୍ତ ବାହାରେ କାଠନିକଟରେ ଭକ୍ତମାନଙ୍କ ପାଇଁ ଅପେକ୍ଷା କରିବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ