ରଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ):ରଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ହାଵଳେଶ୍ବର ଗ୍ରାମପଞ୍ଚାୟତର ଜମ୍ଭରା ଏଵଂ ହାଵଳେଶ୍ୱର ଗ୍ରାମରେ ଗରିବ ଏବଂ ଅସହାୟ ମହିଳା ମାନଙ୍କୁ ମାଗଣା ଶାଢି ଵିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସାଗରୀକା ମହାନ୍ତିଙ୍କ ନେତୃତ୍ବ ରେ ସଦସ୍ୟ ପୁରୁଷୋତ୍ତମ ମହାନ୍ତି, କାମେଶ୍ୱର ମହାନ୍ତି,ଚିତ୍ତରଞ୍ଜନ ମଲିକ୍, ରାଜକିଶୋର ସ୍ବାଇଁ , ରାମଚନ୍ଦ୍ର ମହାନ୍ତି,କୃପାସିନ୍ଧୁ ମଲିକ୍,ପଙ୍କଜ ବେହେରା,ସୌରିରଞ୍ଜନ ମହାନ୍ତି, ସୁଶାନ୍ତ ଜେନା, ମୁକେଶ କୁମାର ନାୟକ,ସ୍ଵୟଂ ପ୍ରକାଶ ମିଶ୍ର, ଦେବାଶିଷ ନାୟକ, ନଳିନୀ ମହାନ୍ତି,ସ୍ମ୍ରତିରଞ୍ଜନ ରାଉତ,ମନୋଜ ମଲିକ୍ , ପ୍ରତାପ ଦାସ,ଅନିଲ୍ ସେଠୀ, ଆକାଶ ବେହେରା,ପ୍ରଶାନ୍ତ ମଲିକ୍ ଦେବରାଜ ହାତୀ,ସତ୍ୟବାନ୍ ମାଝୀ,ଯିତେନ୍ଦ୍ର ମୁଦୁଲି, କାର୍ତ୍ତିକ ଚନ୍ଦ୍ର ପାଲ୍, ବାଇଧର ସେଠୀ, ପୂର୍ଣ୍ଣ ଚନ୍ଦ୍ର ସାମଲ ଏବଂ ପ୍ରଭୁତି ଉପସ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁ ରୁପେ ପରିଚାଳିତ କରିଥିେଲ।ଏହି କାର୍ଯ୍ୟକ୍ରମରେ ହାଵଳେଶ୍ୱର ଓ ସମଣା ଗ୍ରାମପଞ୍ଚାୟତ ର ଆଗିରିଆ, ଗୋବିନ୍ଦପୁର ,ସମଣା, ଅଢେଇଦ୍ଵାର, ସରିଦା, ଢାଇପୋଖରୀ, ଶାଳବଣି, ଡିମିରିଆ,ଜମ୍ଭରା, ହାଵଳେଶ୍ୱର ମଙ୍ଗଳପୁର ପ୍ରଭୁତି ଗ୍ରାମର ଶତାଧିକ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିଲା।ଫାଉଣ୍ଡେସନର ଏଭଳି କାର୍ଯ୍ୟ କୁ ସବୁ ମହଲରୁ ସ୍ଵାଗତ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ