ରମାଦେବୀଙ୍କ ୫ମ ଶ୍ରାଦ୍ଧ ବାର୍ଷିକ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସଂଜୟ ସ୍ମାରକୀ ବୈଷୟିକ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀ ବିନାୟକ ପାତ୍ରଙ୍କ ଧର୍ମପତ୍ନୀ ସ୍ୱର୍ଗତ ରମାଦେବୀଙ୍କ ପଂଚମ ଶ୍ରାଦ୍ଧ ବାର୍ଷିିକ ଦିବସ ଗଜପତି ନଗର ବାସଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରାଦ୍ଧ ଦିବସ ଅବସରରେ ପୁତ୍ର ଅମୁଲ୍ୟ କୁମାର ,ମୃଣାଳ କାନ୍ତ ,ତପନ କୁମାର ,ଦେବୋଦତ୍ତ କୁମାର ସ୍ୱର୍ଗୀୟ ମାତାଙ୍କୁ ପିଣ୍ଡ ଦାନ କରିଥିବା ବେଳେ ଶ୍ରାଦ୍ଧ ଉତ୍ସବରେ ସ୍ୱାମୀ ବିନାୟକ ପାତ୍ର ,ଚାରୀ ପୁତ୍ର ସମେତ ଝିଅ ସବିତା ଚୈାଧୁରୀ ,ପାଞ୍ଚନାତି ,ଛଅଜଣ ନାତୁଣୀ ,ଜ୍ୱାଇଁ ପିତାମ୍ବର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ