ରହସ୍ୟମୟୀ ଛାଇ, ୭୫ ବର୍ଷ ଧରି ହୋଇପାରୁନି ସମାଧାନ

ଇତିହାସରେ ହିରୋସୀମାର ଚର୍ଚ୍ଚା ସବୁବେଳେ ରହିଆସିଛି । ପରମାଣୁ ବୋମା ଆକ୍ରମଣର ଘଟଣା ଜାପାନର ଏହି ସହରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା । ତେବେ ଏହି ସହର ଗତ ୭୫ ବର୍ଷ ଧରି ଭିନ୍ନ ଏକ କାରଣରୁ ରହିଆସିଛି ଚର୍ଚ୍ଚାରେ । ମଣିଷ ଭଳି ଦିଶୁଥିବା ଏକ ଛାଇ ଲୋକଙ୍କୁ ରହସ୍ୟ ଭିତରକୁ ଟାଣି ଦେଇଛି ।
ଦ ସ୍ୟାଡୋ ଅଫ୍‌ ହିରୋସୀମା କୁହାଯାଉଥିବା ଏହି ଛାଇର ବାସ୍ତବତା କ’ଣ ତାହା କେହି ଜାଣିପାରୁ ନାହାଁନ୍ତି । ଯେଉଁ ସ୍ଥାନରେ ପରମାଣୁ ବୋମା ପଡ଼ିଥିବା ସେହି ସ୍ଥାନଠାରୁ ୮୫୦ ଫୁଟ୍‌ ଦୂରରେ ପଡ଼ିରହିଛି ଏହି ଛାଇଟି । ଛାଇରେ ଦିଶୁଥିବା ବ୍ୟକ୍ତି କିଏ ତାହା ଜଣା ମଧ୍ୟ ପଡ଼ୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ