ରାଇକିଆରେ ନୂତନ ବିଡ଼ିଓଙ୍କ ଦାୟିତ୍ଵଙ୍କ ଗ୍ରହଣ

ରାଇକିଆ,( ଆଦିତ୍ୟ ପ୍ରସାଦ ପାଢ଼ୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ନୂତନ ବିଡ଼ିଓ ଭାବେ ସବ୍ୟସାଚୀ ସାହୁ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ସଙ୍ଗଠନ ତରଫରୁ ତାଙ୍କୁ ସ୍ବାଗତ କରଯାଇଥିଲା । ପୂର୍ବରୁ ସେ ନୂଆପଡ଼ା ର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଗତ ଡ଼ିସେମ୍ବର 31 ତାରିଖ ରେ ରାଇକିଆ ର ତତ୍କାଳୀନ ବିଡ଼ିଓ ସିମାଞ୍ଚଳ ମଣ୍ଡଳ ଅବସର ଗ୍ରହଣ କରିଥିଲେ । ଜାନୁଆରୀ ମାସରୁ ଜି ଉଦୟଗିରି ବିଡ଼ିଓ ମନୋଜ ଦେବତା ରାଇକିଆ ବ୍ଲକ୍ ର ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ