ରାଇରଙ୍ଗପୁର ରେ କାଳୀ ଓ ଶ୍ୟାମାକାଳୀ ପୂଜା ଉତ୍ସବ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଆଲୋକର ପର୍ବ ଦୀପାବଳି ଅବସରରେ ରାଇରଙ୍ଗପୁର ରୁ ରେଳ ଷ୍ଟେସନ,ବଜାର ମାର୍କେଟ ଏବଂ ଦୁର୍ଗା ମଣ୍ଡପ ଛକରେ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି ।ଆଜି ସକାଳୁ ଶ୍ରଦ୍ଧାଳୁମାନେ କାଳୀ ମଣ୍ଡପକୁ ଯାଇ ମା’ ଙ୍କ ପାଖରେ ପୂଜାର୍ଚନା କରି ପରିବିରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥିଲେ ।ବିଭିନ୍ନ କମିଟି ତରଫରୁ ଆଜି ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।


