ରାଇରଙ୍ଗପୁରରେ ବିଶ୍ୱକର୍ମା ପୂଜା ପାଳିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ): ରାଇରଙ୍ଗପୁର ସହରାଞ୍ଚଳରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନଗୁଡିକରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକସଜ୍ଜା ଶ୍ରଦ୍ଧାଳୁମାନଙ୍କୁ ବେଶ ଆକର୍ଷିତ କରିଥିଲା । ରାଇରଙ୍ଗପୁର ବସ ଷ୍ଟାଣ୍ଡର ବସମୋଟର କାର୍ମଚାରୀ ସଂଘ , ଅଟୋ ସଂଘ, ମାଲିକ ସଂଘ, ଜଳସେଚନ ବିଭାଗ, ପିଏଚଡି ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ