ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଜି ମହିଳା college ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟଅତିଥି ଭାବେ I ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଓ ଡେପୁଟି collecter ଶ୍ରୀ ଜୁବୁଲି ବେହେରା ଙ୍କ ଉପସ୍ଥିତ ରହି ଦୁଇ college ର ଛାତ୍ରୀ ମାନଙ୍କୁ ରାଗିଙ୍ଗ ବିଷୟରେ ସଚେତନତା କରାଇଥିଲେ I  College ଗୋଟିଏ ମନ୍ଦିର ବୋଲି କହିଥିଲେ ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି ର ଅଧ୍ୟକ୍ଷା ଡ଼ ରୀନା ସାହୁ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ ର ଅଧ୍ୟକ୍ଷ ଡ଼ ମହେନ୍ଦ୍ର ରଇ ତ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ଦୁଇ college ର ଅଧ୍ୟାପକ /ଅଧ୍ୟାପିକା /ସମସ୍ତ କର୍ମଚାରୀ ଓ ଛାତ୍ରୀ ଵୁନ୍ଦ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ