ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସର ଟ୍ରେଲର ରିଲିଜ୍
ମୁମ୍ବାଇ : ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍-୨ର ଟ୍ରେଲର। ୨.୫୧ ମିନିଟ୍ର ଏହି ଟ୍ରେଲରରେ ସସ୍ପେକ୍ସ, ଆକ୍ସନ, ଥ୍ରିଲ୍, ବୋଲ୍ଡନେସ୍ ଏବଂ ହରର୍ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଡିସେମ୍ବର ୧୮ରେ ଓ୍ବେବ୍ ସିରିଜ୍ଟି ଜି-୫ରେ ରିଲିଜ କରାଯିବ। ଏଥିରେ ସନି ଲିଓନ, ଦିବ୍ୟା ଅଗ୍ରଓ୍ବାଲ, ବରୁଣ ସୁଡ ପ୍ରମୁଖ ନଜର ଆସିବେ।


