ରାଜଧାନୀବାସୀ ଙ୍କ ଗୋଟିଏ ପ୍ରଶ୍ନ, କେବେ ଆସିବ କରେଣ୍ଟ!

ଫୋନି ଦ୍ୱାରା ବିଷେଶ କ୍ଷୟ କ୍ଷତି ହୋଇଥିବା ରାଜଧାନୀ ଭୂବନେଶ୍ୱର ବାସୀ ଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ପିଇବା ପାଣି ଓ ଇଲେକଟ୍ରିକ । ୫ ଦିନ ହେଲା ଭୁବନେଶ୍ୱର ବିଭିନ୍ନ ସ୍ଥାନ ରେ ଅନ୍ଧାର ଘେରି ରହିଛି । ଲୋକ ଙ୍କ ପାଖରେ ଇଣ୍ଟରନେଟ ଠାରୁ ଆରମ୍ଭ କରି ଅନେକ ମୈ÷ାଳିକ ସୁବିଧା ଏ ପର୍ଯ୍ୟନ୍ତ ପାଇନାହାଁନ୍ତି । ଅଳ୍ପ କିଛି ଅଞ୍ଚଳ ରେ ବିଦ୍ୟୁତ ସଂଯୋଗ ହୋଇଛି ମାତ୍ର ଅନେକ ସ୍ଥାନରେ ଏବେ ଅନ୍ଧାର ଘରେ । ଏବେ ରାଜଧାନୀ ବାସୀଙ୍କ ଗୋଟିଏ ପ୍ରଶ୍ନ କେବେ ଆସିବ ବିଦ୍ୟୁତ । ଗୋଟିଏ ପଟେ ଫୋନି ଦ୍ୱାର ଅନ୍ଧାର ଅନ୍ୟ ପଟେ ଲୋକଙ୍କ ଦୁଃଖ ଓ କଷ୍ଟ ଦୁଇଗୁଣିତ କରୁଛି ଗୁଳୁଗୁଳି । ଅନˆ ସହରରେ ପାରଦ ଏବେ ୪୦ ଡିଗ୍ରୀ । ମୁଖ୍ୟ ଶାସନ ସଚିବ ଆଦିତା ପ୍ରସାଦ ପାଢି ସୂତନା ଦେଇଛନ୍ତି ଯେ ଆନ୍ଧ୍ର ,ପଶ୍ଟିମବଙ୍ଗ ,ରୁ ୫ହଜାର ଶ୍ରମିକ ଆସୁଛନ୍ତି ଆସିବା ପରେ କାମ କୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଆଶାଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ