ରାଜଧାନୀ ରେ ଗଡିବ ଇଲେକ୍ଟ୍ରି ବସ୍

(ଯୁଗାବ୍ଦ ନ୍ୟୁଜ )ରାଜଧାନୀ ଭୁବନେଶ୍ୱର ର୍ ଯାତ୍ରୀ ମାନଙ୍କୁ ମିଳିବ ଅଧିକ ସୁବିଧା । କେନ୍ଦ୍ରସରକାରଙ୍କ ଫେମ ଇଣ୍ଡିଆ ଯୋଜନାରେ ଏହି ବସ ର ସୁବିଧା ପାଇପାରିବେ ଯାତ୍ରୀ । ଭୁବନେଶ୍ୱରରେ ୫୦ଟି ଇଲେକ୍ଟ୍ରି ବସ୍ ଚାଲୁ ହେବ । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ