ରାଜନୀତି ରେ କର୍ଣ୍ଣ ମଲେ ପାଞ୍ଚ ଅର୍ଜୁନ ମଲେ ପାଞ୍ଚ

ରାଜନୀତି ବର୍ତ୍ତମାନ ପରିବାର ରାଜନୀତି ରେ ପରିଣତ ହେବାକୁ ଯାଉଛି । କିଛି ନେତା ନିଜ ସ୍ୱାର୍ଥ ପାଇଁ ଜନସାଧାରଣ ଙ୍କୁ ଭୂହାଁ ବୁଲାଇ ଆପେ ବଞ୍ଚିଥିଲେ ବାପ ର ନା କୁ ଆପଣେଇଛନ୍ତି । ରାଜନୀତି ରେ ନେତା ମାନେ ଟିକଟ ପାଇବା ଆଶାରେ ଦଳ ଅଦଳବଦଳ କରୁଛନ୍ତି , ଗୋଟଏ ପରିବାର ର ବାପା ବିଜେଡି ତ ପୁଅ ବିଜେପି , କେଉଠି ଦାଦା ଝିଆରି ର ଲଢେଇ କରୁଛନ୍ତି । ଏମାନେ ଭାବୁଛନ୍ତି କର୍ଣ୍ଣ୍ନ ମଲେ ପାଞ୍ଚ ଅର୍ଜୁନ ମଲେ ପାଞ୍ଚ । ଆଗ କାଳରେ ରାଜ ରାଜୁତି ଚାଲୁଥିଲା ବେଳେ ବର୍ତ୍ତମାନ ପରିବାର ରାଜୁତି ଦେଖିବାକୁ ମିଳୁଛି ।ସବୁ ଦଳର ନେତା ମାନେ କହୁଛନ୍ତି ଯଦି ମୁ ଜିିତିବି ଓ ବିକାଶ କରିବି କିନ୍ତୁ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯଦି ସେମାନେ ଜିତନ୍ତି ତାହେଲେ ରାଜ୍ୟ ର ବିକାଶ କରିବେ ନାଁ ପରିବାର ବିକାଶ କରିବେ ।
ଅନନ୍ତ ରାମ ପ୍ରଧାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ