ରାଜପଥ କଡକୁ ଓଲଟିଲା କାର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିଲୋମିଟର ଦୁର ଅଙ୍କୁଶପୁର ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛ । ମିଳିଥିବା ଖବର ଅନୁଯାୟୀ କାରଟି ଗତି କରୁଥିବା ସମୟରେ ଅର୍ଥାତ କାରର ଟାୟାର ଫାଟିଯିବାରୁ ୫୯ ନଂ ଜାତୀୟ ରାଜପଥ କଡକୁ ଓଲଟି ପଡିଥିଲା । ଦୂର୍ଘଟଣାରେ କେହି ଆହାତ ହୋଇଥିବା ସୂଚନା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ