ରାଜରାସ୍ତା ଅବରୋଧ କଲେ ଚାଷୀ

କଳାହାଣ୍ଡି -କଳାହାଣ୍ଡି ଜିଲା ଅନ୍ତର୍ଗତ ନର୍ଲା ବ୍ଲକ ର ଘଂଟମାଲ ଗ୍ରାମର ସମସ୍ତ ଚାଷୀ ଦୀର୍ଘ ଦିନ ଧରି ମଣ୍ଡି ରେ ଧାନ ପଡିରହିଥିବା ହେତୁ ନର୍ଲା ଭବାନୀପାଟଣା ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ନର୍ଲା ପୋଲିସ ଏବଂ ନର୍ଲା ତହସିଲଦାର ପହଞ୍ଚି ସମିକ୍ଷକ୍ଷ କରିଥିଲେ । ଚାଷୀ ମାନେ ଜିଲାପାଳଙ୍କୁ ହସ୍ତକ୍ଷେପ କରି ଏହି ସମସ୍ୟା ର ସମାଧାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ