ରାଜସ୍ବ ଆଦାୟ ସମ୍ପର୍କ ରେ ଉପଜିଲ୍ଲାପାଙ୍କ ସୂଚନା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ରାଜସ୍ବ ଅଂଚଳର ବିଭିନ୍ନ ତହସିଲ ରେ ଗତ ଏପ୍ରିଲ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆଦାୟ ହୋଇ ଥିବା ଜୋରିମାନା ଓ ଜବତ ଗାଡି ନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି |ଉପଜିଲ୍ଲାପାଳଙ୍କ ସୂଚନା ପ୍ରକାରେ ରୟାଲ୍ଟି ଓ ପେନାଲଟି ବାବଦକୁ ଏକ କୋଟି ୨୩ ଲକ୍ଷ ୩୧ ହଜାର ୬୪୫ ଟଙ୍କା ଆଦାୟ ହୋଇ ଥିବା ବେଳେ ୫୬୩ ଟି ଟ୍ରାକ୍ଟର ୫୨ ଟି ଟ୍ରକ ଓ ୬ ଟି ଜେ ସି ବି ଜବତ ହୋଇଛି |ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ