ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ଦିବସ ପାଳିତ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ଵାର ନଗର କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ✓ଶ୍ରୀଯୁକ୍ତ ରାଜୀବଗାନ୍ଧୀଙ୍କର ୭୬ ତମ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ପୋରାହିତୂରେ ଅନୁଷ୍ଠିତ ଜନ୍ମଜୟନ୍ତୀରେ ରାଜୀବ ଗାନ୍ଧୀଙ୍କ ମହାନତା ଭାରତ ଏବଂ ସାରା ବିଶ୍ବରେ ପ୍ରତୀପାଦୀତ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜୀବ ମହାନ୍ତି, ଧୀରେନ୍ଦ୍ର ଚୈଧୁରୀ ,ନଗର ମହିଳା ସଭାପତି ମୋନାଲିସା ଦାସ, ହରିହର ପରିଡା, ସୁଭାଷ ସୁବୁଦ୍ଧି ରାୟ , କିଶୋର ସାମଲ , ସେକ୍ ସବିର ଅସଲମ୍ , ହିମାଂଶୁ ସାହୁ , ଜୟନ୍ତୀ ନାଥ , ଅଂଶୁମାନ ପ୍ରଧାନ , ଅଜୟ ଦାସ , ବିନୟ ନାଏକ , ଅବନି ନାୟକ , ଧନେଶ୍ଵର ସାହୁ ,ସୈ।ଭାଗ୍ୟ ଦାସ , ପ୍ରମୁଖ କୋଭିଡି ନିୟମ ମାନି ଉପସ୍ଥିତ ଥିଲେ ।