ରାଜୀବ ଗାନ୍ଧୀ ଙ୍କୁ ମନେ ପକାଇଲା ଦେଶ

ଆଜି ଯୁବସ୍ୱାଭିମାନ ର ପ୍ରତୀକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ୨୮ତମ ପୂଣ୍ୟଜୟନ୍ତୀ ରେ ବୀର ଭୂମି ରେ ଶ୍ରଦ୍ଧାଞ୍ଜଳୀ ଅପ୍ରଣ କରିଛନ୍ତି ପତ୍ନୀ ସୋନିଆ ,ପୁଅ ରାହୁଲ ଓ କଂଗ୍ରେସର ମହା ସଚିବ ପ୍ରିୟଙ୍କା ଗାନ୍ଧୀ । ୧୯୮୧ ମେ ୨୧ ରେ ରାଜିବ ଗନ୍ଧୀ ଙ୍କୁ ଆଜିର ଦିନରେ ତାମିଲନାଡୁ ରେ ନିର୍ବାଚନି ପ୍ରଚାର କରୁଥିବା ସମୟରେ ଆତ୍ମଘାତି ବିସ୍ପୋରଣ ରେ ପ୍ରାମ ହରାଇଥିଲେ କଂଗ୍ରେସ ର ଏହି ଯୁବନେତା ତାଙ୍କ ମୃତ୍ୟୁ ରେ ସାରା ଦେଶ ମ୍ରିୟମାଣ ହୋଇ ଯାଇଥିଲା । ଦିଲ୍ଲୀ ରାଜଘାଟ ସ୍ଥିତ ବୀରଭୂମିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ , ପଶ୍ଟିମବଙ୍ଗ ର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଶ୍ରଦ୍ଧା ସୁମନ ଅପ୍ରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ