ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କଲେ ସମବାୟବୀତ ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଥମେ ପୈାରସଂସ୍ଥା ଟାଉନ ହଲ ପରିସରରେ ଏକ ସଭାରେ ଯୋଗଦେବା ପରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମକୁ ଯାଇଥିଲେ । ଆଶ୍ରମ ଫାଟକ ସମ୍ମୁଖରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଏବଂ କୃଷକ ବିକାଶ ସମବାୟ ସମିତି ଲିଃ ପକ୍ଷରୁ ସଭାପତି ପ୍ରମୋଦ ସାହୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ବିକାଶ ସମବାୟ ସମିତି ଲିଃର ଉପସଭାପତି ପାର୍ବତୀ ନାୟକ, ସମ୍ପାଦକ ପ୍ରହଲ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ