ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଆଲୋଚନା

ନୂଆଦିଲ୍ଲୀ : କୋଭିଡ-19 ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶବାସୀ ସାହସ, ଶୃଙ୍ଖଳା ଏବଂ ଏକତାର ଉଦାହରଣ ପ୍ରତିଷ୍ଠା କରିଛନ୍ତି ବୋଲି ମତବ୍ୟକ୍ତ କରି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଦୁଇଟି ଘଟଣା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆନନ୍ଦ ବିହାରରେ ପ୍ରବାସୀ ଶ୍ରମିକ ଏକଜୁଟ ହେବା ଏବଂ ନିଜାମୁଦ୍ଦିନରେ ତବ୍ଲିଘ ଜମାତ ସମାବେଶ ଆୟୋଜନ କରାଯିବା ଫଳରେ ମୁକାବିଲା ପ୍ରୟାସ ପ୍ରତି ଏକ ଝଟକା ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ