ରାଜ୍ୟମେଣ୍ଟ ହେବନିସହ କଂଗ୍ରେସ ୟେଚୁରୀ

ଲୋକସଭା ନିର୍ବାଚନରେ କଂଗ୍ରେସ କିମ୍ବା ଅନ୍ୟ ଦଳ ସହିତ ସିପିଆଇଏମ୍ ମେଣ୍ଟ କରିବ ନାହିଁ। ଏନେଇ ସ୍ଫଷ୍ଟ କରିଛନ୍ତି ସପିଆଇଏମ୍ ମହାସଚିବ ସୀତାରାମ୍ ୟେଚୁରୀ। କଂଗ୍ରେସ
ସହିତ ବଣାଇ ଏବଂ ସୁନ୍ଦରଗଡ଼ରେ ଆପୋଷ ବୁଝାମଣାରେ ନିର୍ବାଚନ ଲଢ଼ାଯିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ୟେଚୁରୀ। ବଣାଇରେ ସିପିଆଇଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେବ। ସେହିପରି ସୁନ୍ଦରଗଡ଼ରେ କଂଗ୍ରେସ ପ୍ରାର୍ଥୀଙ୍କୁ ସିପିଆଇଏମ୍ ସମର୍ଥନ କରିବ ବୋଲି ସେ ସଙ୍କେତ ଦେଇଛନ୍ତି। ଭାଜପାକୁ ଶାସନରୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଦଳ ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି ୟେଚୁରୀ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ