ରାଜ୍ୟସଭା ପଦବୀ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ପକ୍ରିୟା ଆରମ୍ଭ

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ରେ ହେବାକୁ ଥିବା ୩ ଟି ପଦବୀ ପାଇଁ ପୃଥକ ପୃଥକ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଅନୁସାରେ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ଠାରୁ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ୩ ଟି ଆସନ ରେ ବିଜେଡି ର ସମର୍ଥିତ ପ୍ରାର୍ଥମାନେ ନିନ୍ଦ୍ୱରେ ନିର୍ବାଚିତ ହୋଇଯିବେ ଯେହେତୁ ବିଜେଡି ପାଖରେ ୧୧୨ ବିଧାୟକ ରହିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେଉଁ ୩ ଜଣ କୁ ବିଜେଡି ରାଜ୍ୟସଭା କୁ ପଠାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ