ରାଜ୍ୟ ବିଜେପି ସଭାପତି ହେଲେ ସମୀର ମହାନ୍ତି

ଭୁବନେଶ୍ବର : ବିଜେପିର ରାଜ୍ୟ ସଭାପତି ଭାବେ ବରିଷ୍ଠ ନେତା ସମୀର ମହାନ୍ତି ସର୍ବସମ୍ମତିକ୍ରମେ ଦଳର ସଭାପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି । ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ହିଁ ସଭାପତି ହେବା ଏକରକମ ନିଶ୍ଚିତ ହୋଇଯାଇଛି । ବିଧିବଦ୍ଧ ଘୋଷଣା କେବଳ ବାକିଅଛି। ସେ ଖୁବ୍ ଶୀଘ୍ର ନାମାଙ୍କନ ଦାଖଲ କରିବେ ଏବଂ ଆସନ୍ତାକାଲି ତାଙ୍କର ନିଯୁକ୍ତିର ବିଧିବଦ୍ଧ ଘୋଷଣା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ