ରାଜ୍ୟ ମାନବଧିକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ ,(ଯୁଗାବ୍ଦ ନ୍ୟୁଜ୍): ପୁରୀ ଜିଲ୍ଲା ବ୍ରହ୍ମଗୀରି ବ୍ଲକ ଅନ୍ତର୍ଗତ ରାଜସ୍ୱ ଗ୍ରାମର ନୁଆପାଟଣା ଅସବର୍ଣ୍ଣ ଜାତି ଉପରେ ସବର୍ଣ୍ଣ ମାନଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା ।ଏହି ଘଟଣାରେ ଅସବର୍ଣ୍ଣ ଲୋକ ମାନେ ପୁରୀ ସଦରଥାନରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଜାରୀ ରଖି ୨୩୨ .୯.୨୦୧୭ ରେ ଏକ ମାମଲା ଦାୟର କରିଥିଲା ।ଏହି ଏସ.ସି ,ଏସ.ଟି ,(ପି.ଓ.ଏ ) ଧାରା ଆଧାରରେ ରଞ୍ଜିତା ସେଠୀଙ୍କୁ ଚାରୀ ଲକ୍ଷ ସାତ ଜଣ ର୍ନିର୍ଯ୍ୟାତନା ବ୍ୟକ୍ତିଙ୍କୁ ୨ ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରିବାକୁ ମାଜିଷ୍ଟେଟ ଓ ପୋଲିସ ଯୁଗ୍ମ ଅନୁସନ୍ଧାନ କମିଟି ୨୫.୯.୨୦୧୭ ରେ ସୁପାରିଶ କରିଥିଲେ । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇନାହିଁ । ଜିଲ୍ଲାପାଳ ମଧ୍ୟ ଦୁଇ ମାସ ମଧ୍ୟରେ ୨୦୧୭ ମେ ମାସରେ ପ୍ରଦାନ କରିବାକୁ କହିଥିଲେ । କିନ୍ତୁ ତାହା ବର୍ତ୍ତମାନ ସୁଦ୍ଦା ପୂରଣ ହୋଇପାରିନାହି ଁ । ରାଜ୍ୟ ମାନବଅଧିକାର କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦେବା ସହ ଗୋରୁଆଳ ନୂଆପାଟଣା ନିର୍ଯ୍ୟାତିତାଙ୍କୁ ଶିଘ୍ର ସହ୍ରାତା ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ