ରାଜ୍ୟ ସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳନ ସମାରୋହ ଉପଲକ୍ଷେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ବସବାସ କରୁଥିବା ଚାକୋଟିଆ ଭୁଞ୍ଜିଆ ଆଦିବାସୀଙ୍କୁ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳନ ସମାରୋହ ଉପଲକ୍ଷେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟ ବସବାସ କରୁଥିବା ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆ ଙ୍କୁ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ପରିବାରଙ୍କୁ ବାସସ୍ଥାନ ପ୍ରଦାନ କରିଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ର ପୂର୍ବତନ ସରପଂଚ ତିଲ ସିଂ ଝାଙ୍କର ଙ୍କ ନେତୃତ୍ବ ରେ ତିନି ଜଣ ପ୍ରତିନିଧି ଦଳ ସଭା ସ୍ଥଳରୁ ଅଭୟାରଣ୍ୟ ରେ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି।