ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୂବନେଶ୍ୱର ସିଟିକ୍ଳବ ଓ ଏସ୍ .ଜି.ଓ. ନୟାପଲ୍ଲୀ ଆନୁକୁଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନ ପଡିଆରେ ଭାଗ୍ୟଧର ଟ୍ରଫି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଛି । ବାରବାଟି ସ୍ପଟିଙ୍ଗ ଓ କଟକ ମଧ୍ୟରେ ଏହା ରାଜ୍ୟ ସ୍ଥରୀୟ ଚତୁର୍ଥ ଥର ପାଇଁ ଟୁର୍ଣ୍ଣାମେଣ୍ଟ ହୋଇଛି । ଭୂବନେଶ୍ୱର ୟୁନାଇଟେଡ ତରଫରୁ ଜଗନ୍ନାଥ ବାରିକ ୧୫ ମିନିଟରେ ୧୦ ନଂ ଜରସିରେ ଏକ ଗୋଲ ଦେଇ ତଳକୁ ରଖିଥିବା ବେଳେ ଦ୍ୱତୀ ୟ ଦଳ ପକ୍ଷରୁ ପଚାଶ ମିନିଟ ପରେ ଜରସି ନଂ ୧୬ ଦ୍ୱତୀୟ ଯୁବରାଜ ଦ୍ୱୀତିୟ ଗୋଲରେ ବିଜୟ ଲାଭ କରିଥିଲା । ଶିବ ଶଙ୍କର ପଣ୍ଡା , ଟି ମୋହନ ରାୟ , ସୁଜିତ ପାତ୍ର, ଦୁର୍ଗା ଆଚାର୍ଯ୍ୟ , ଖେଳକୁ ଜାତୀୟ ରେଫେରି ପରିଚାଳନା କରିଥଲେ । ମୂଖ୍ୟ ଅତିଥିଭାବେ ନବ କିଶୋର ବେହେରା , ପୂର୍ବତନ ଡିଜିପି ସଂଞ୍ଜୟ ବାରିକ , ବିଭିନ୍ନ କାର୍ଯ୍ୟକତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ