ରାତିରେ ଗଞ୍ଜାମ ଏନଏସି ଅନୁଧ୍ୟାନ କଲେ ଏସ.ପି

ଗଞ୍ଜାମ:କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ତାହାକୁ ରୋକିବାକୁ ଲକଡାଉନ କରାଯାଇଥିବା ବେଳେ , ଗଞ୍ଜାମ ଏନଏସି ର ପରିସ୍ଥିତି କିପରି ଅଛି ରାତିରେ ଅନୁଧ୍ୟାନ କରିଫେରିଛନ୍ତି ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାୟ।ଆଜି ରାତ୍ର ପ୍ରୟା ଆଠଘଣ୍ଟ ସମୟ ରେ ଗଞ୍ଜାମ ସହର ର ସାନବଜାର ଦେଇ ବଡ଼ବଜାର ପହଞ୍ଚିଥିଲେ।ଉକ୍ତ ସମୟରେ ,ପୋଲିସ ଭ୍ୟାନ ସାହି ଗୁଡିକରେପେଟ୍ରୋଲିଂ କରୁଥିବା ବେଳେ ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ ମେଡିକାଲ ଛକ ଠାରେ ତଦାରଖ କରୁଥିବା ଦେଖି ଏସ.ପି ରାୟ ସେଠାରେ ଅଟକି ପରିସ୍ଥିତି ଉପରେ ଆଲୋଚନା କରିଥିଲେ।ଏହି ସମୟ ରେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ