ରାତି ଅଧିଆ ଜେସିବି ଦ୍ୱାରା ବେଆଇନ୍ ମୃତ୍ତିକା ଉତଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ତହସିଲ ପୋଟଲାମପୁର ଆରଆଇ ସର୍କଲ ଅନ୍ତର୍ଗତ ସରଭିମପୁର ଗ୍ରାମରେ ରେ ରାତି ଅଧିଆ କେନାଳ ହିଡ ଓ ଉଚ୍ଚା ଜମି ରୁ ବେଆଇନ୍ ଭାବରେ ଜେସିବ ଲାଗଇ ମୃତ୍ତିକା ଉତଳନ କରାଯାଉଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି | ଉକ୍ତ ଅଂଚଳ ସର୍ବଦା ବନ୍ୟାର ଭୟ ରହିଥାଏ | ଏହାକୁ ଦୃଷ୍ଟିରେ ରଖି ଗ୍ରାମରେ ବନ୍ୟା ସମସ୍ୟା ନ ଉପୁଜିବା ପାଇଁ ପୂର୍ବ ପୁରୁଷମାନେ କେନାଳ ତଟ ଜମିକୁ ଉଚ୍ଚା କରି ରଖି ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ମନମୁଖୀ ଭାବରେ ମୃତ୍ତିକା ଉତଳନ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ