ରାତି ୭ ଟା ସୁଦ୍ଧା ୫ ଟି ଜିଲ୍ଲାରେ କାଳବେଶାଖି ସମ୍ବାବନା
ଆଜି ରାତି ରେ ଜିଲ୍ଲାର ୫ ଟି ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି ବୋଲି ଦକ୍ଷିଣ ପଶ୍ଚିମ ଓଡିଶାର ନୟାଗଡ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରୀ କରାଯାଇଛି । ପାଣିପାଗ ବିଭାଗ ତରଫରୁ ଜିଲ୍ଲାର କନ୍ଧମାଳ ,ରାୟଗଡା ,ଗଂଞ୍ଜାମ ,ନୟାଗଡ ଜିଲ୍ଲାରେ ଗୁରୁବାର କାଳବୈଶାଖି ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ତରଫରୁ ଜଣାପଡିଛି । ୫ ଟି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ କାଳବୈଶାଖି ହେବାର ସଂମ୍ଭାବନା ରହିଛି । ତେଣୁ ସଂନ୍ଧ୍ୟା ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।