ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ହାଟଡିହି, (ବିକାଶ ବିଶ୍ୱାଳ ) :ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜେପିଏମ ରୋଟାରୀ କଟକ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ଚକ୍ଷୁରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୫୦ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜେପିଏମ ରୋଟାରୀ କଟକକୁ ସ୍ଥାନାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଭାପତିି ପଞ୍ଚାନନ ମହାନ୍ତି, ଫାଉଣ୍ଡେସନର ସଦସ୍ୟ ପଙ୍କଜ କୁମାର ବେହେରା, ଅରୁପ କୁମାର ରାଉତ, ହେମନ୍ତ କୁମାର ମହାନ୍ତି, ମୁକେଶ କୁମାର ନାୟକ, ଚିତ୍ତରଞ୍ଜନ ମଲ୍ଲିକ, ରାଜେଶ କୁମାର ମହାନ୍ତି, ସୁଶାନ୍ତ କୁମାର ଜେନା, ସ୍ମୃତି ରଞ୍ଜନ ରାଉତ, ସୌରୀରଞ୍ଜନ ମହାନ୍ତି, ପୁରୁଷୋତ୍ତମ ମହାନ୍ତି, ଚନ୍ଦ୍ରକାନ୍ତ ପରିଡା, ବଳରାମ ମହାନ୍ତି, ମହେଶ୍ୱର ରାଉତ, ଜ୍ଞାନ ରଞ୍ଜନ ରାଉତ, ଶଶିକାନ୍ତ ସଡଙ୍ଗି, ଯଯାତି କେଶରୀ ଖଟୁଆ, ଦୀନବନ୍ଧୁ ତରେଇ, ଶଙ୍କର୍ଷଣ ଯେନା, ରାଜେଶ ମଲ୍ଲିକ, ରାଜକିଶୋର ସ୍ୱାଇଁ, ପ୍ରତାପ କୁମାର ଦାସ, ନଳିନିକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ