ରାବଣ ଗୁଡା କେନାଲ ହୁଡା ତଳେ ଏକ ଯୁବକ ଙ୍କ ବିଭତ୍ସ ଭାବେ ମୃତ୍ୟୁ

କଳାହାଣ୍ଡି, (ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଦାବ୍ରିପଦର -ରାବଣ ଗୁଡା କେନାଲ ହୁଡା ତଳେ ଏକ ଯୁବକ ଙ୍କ ବିଭତ୍ସ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି।ତେବେ ପାଶ୍ୱପ୍ରତିକ୍ରିୟା ରୁ ଅନୁମାନ କରାଯାଏ ଯୁବକ ଙ୍କୁ ଗଲାକାଟି ହତ୍ୟା କରିଥିବା ଅନୁମାନ କରାଯାଏ। ବର୍ତ୍ତମାନ ଧର୍ମଗଡ଼ ପୋଲିସ ଘଟଣା ସ୍ଥଳ କୁ ଆସି ତଦାରଖ ଆରମ୍ଭ କରିଛି।ତେବେ ମୃତ ଯୁବକ ଙ୍କ OR O8 C 2005 ମଟର ସାଇକେଲ କିଛି ଦୂର ରେ ଥିବାବେଳେ ମୃତ ଯୁବକ ଜଣକ ଘୁମର ଗ୍ରାମର ଲିଲାନିଧି ସୁନାନୀ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ