ରାମକୃଷ୍ଣ ସାରଦା ସେବା ସଂଘ ପକ୍ଷରୁ ସହାୟତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର କାଠ କାରିଗର ସଂଘର ଏକ ସହାୟତା କାର୍ଯ୍ୟକ୍ରମ ଆମ୍ବପୁଆ ନିକଟସ୍ଥ ରାମକୃଷ୍ଣ ସଉଦା ସେବା ସଂଘଠାରେ ଥିବା ଅନାଥ ପିଲାମାନଙ୍କ ଖେଳ ସାମଗ୍ରୀ ଓ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୪୦ଜଣ ଅନାଥ ଆଦିବାସୀ ପିଲାଙ୍କ ସମେତ ସଂଗଠନର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ମହାରଣା, ମୁରଲି ମହାରଣା, ନାରାୟଣ ମହାରଣା, ଅନୀଲ, ଅଜୟ, ଭଗବାନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଗଠନର ସଂପାଦକ ବିଦ୍ୟାଧର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ